ହଁ , ମାର୍କ ବି ମ୍ୟାଟର କରସି, ଇଟା ସେ ମନ୍ କର ଲାଗି ଜେନ ମନେ କି କିଛିଟା ନି ଜାନି କରି ମାର୍କ ଭର୍ଶା ରେ ଚଲ୍ ସତ୍, ହେନ୍ତି ରେ ବି 30% ରଖଲା ଟା ମନେ ବି UPSC Crack କରୁଛନ୍ ଆରୁ ୯୯% ଵାଲେ ହଉଛନ। ଆରୁ ଜେନ ମନ୍ କର ବି ଭଲ ମାର୍କ ନି ଆସିର୍ ସେ ମନ୍ କେ ମନ ଦୁଃଖ ନି କର ନେ। ଏବର୍ 10,+2 ପାସ୍ ହେଳା ଭାଇ ବୁହେନ୍ ମାନ କେ ଗୋଟେ କଥା ପଚାର ଲି , ସେ ମାନେ କହେଶତ୍ କି ବଡ଼ ବଡ଼ କଲେଜ ରେ ନି ପଢ଼ୁ ମାର୍କ ନି ଆସେ,ହୋଏ ହୋ ତମେ ମନେ ଚେର୍ ନି ଆଟ୍ ନି କଲେଜ ରେ ପଡ଼ି କରି, ଚିଟିଙ୍ଗ କରି କରି 90% ରଖ୍ ଲେ ହେଲେ କେ କର୍ବ Competative Exam ତୋ ଦୁରେ ଥାଉ,ପ୍ରଥମ ଶ୍ରେଣୀର Question ଗୋଟେ Solve କରି ନି ପାରୁଥିଲେ, ହେନ୍ତି ବି ଏବେ ଗୋଟେ ଗୋଟେ ପିଲା ଟୁକେଲ୍ +3 ପାସ୍ କଲା ପରେ ବି English ଦୁରେ ଥାଉ ଓଡ଼ିଆ ଠିକ୍ ସେ ଲେଖି, ପଡ଼ି ନି ପାରବାର୍, ମୁଇଁ ସବୁ ଲୋକ୍ କେ ନି କହେବାର୍ ଖରାପ୍ ନି ଭାବ୍ ବ। Ravenshaw ଭଳିଆ କଲେଜର 30% ରଖ୍ଲା ଟା ମନେ ବି UPSC ରେ Topper ହିଁ ଛତ୍ । ହେନ୍ତି ସପନ୍ ଦେଖ ବାର୍ ଅଛେ ବେଳେ ବି ଅଉକାତ୍ ନୁ ବାହାର୍ କେ ସପନ୍ ଦେଖ, କମ୍ ସେ କମ୍ ସୂର୍ଯ୍ୟ କେ ଛୁଇ ନି ପାରଲେ ବି ବାଦଲ କେ ତୋ ଛୁଇ ପାର୍ଵ । ମୋର୍ Senior ଦାଦା ଗୋଟେ ବି ଥିଲେ, ତାଙ୍କର 10+2 ରେ 45%, ହେଲେ NEST ରେ RANK 5 ଥିଲା । ଏବେ ସେ NISER ର Gold medalist ଏ B.SC in Engineering Mathematics re 10 out of 10 CGPA ଥିଲା ( ତାର ଅର୍ଥ ହେଲା ୧୦୦%) *ଏବେ BARC ରେ SCIENTIST ଅଛନ୍* । *ସେ ଯଦି Cheating କରି କରି 10+2 ରେ 90% ରଖିଥିତେ ବେଲେ ବି BARC ର Scientist ହିଁ ପାରି ଥିତେ କେ ??* ଇ questions ର Answer ଆପଣ ମାନେ ଦେବେ ।
@Er.Kashiram Majhi [KIIT]
OSSC Prelims Qualify 2Times in First Attempt
No comments:
Post a Comment